Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ ଅଡିଟରିୟମ ହଲରେ ପୋଲିସ-ମାଜିଷ୍ଟ୍ରେଟ ସମନ୍ୱୟ ପାଇଁ ବୈଠକ,ଯୋଗଦେଲେ ଜିଲ୍ଲାପାଳ ଓ ଏସପି

Baleshwar M, Balasore | Dec 2, 2025
ବାଲେଶ୍ଵର ଜିଲ୍ଲାରେ ଅବୈଧ ମାଦକଦ୍ରବ୍ୟ,ଅବୈଧ ପ୍ରବାସୀ ଓ ଲଘୁ ଖଣିଜ ପରିବହନ ର ନିବାରଣ ପାଇଁ ପୋଲିସ–ମ୍ୟାଜିଷ୍ଟ୍ରେଟ୍ ସମନ୍ୱୟକରଣକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ସନ୍ଧ୍ୟା ୬ ଟାରେ ଜିଲ୍ଲାପାଳଙ୍କ ଅଡିଟୋରିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଅଧ୍ୟକ୍ଷତା କରିଥିଲେ। ବାଲେଶ୍ୱର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ସହ-ଅଧ୍ୟକ୍ଷ ଭାବେ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ହେମନ୍ତ କୁମାର ସିଂହ, ଉପ ଜିଲ୍ଲାପାଳ ବାଲେଶ୍ୱର,ଉପ ଜିଲ୍ଲାପାଳ ନୀଳଗିରି ପ୍ରମୁଖ ଉପସ୍ଥିତ ଥିଲେ।