ବିଜେପୁର: ବିଜେପୁର ଅଞ୍ଚଳର ବସ ସହ ବାବୁପାଲି ଠାରେ ଧକ୍କା ହେଲେ ସ୍କୁଟି ରେ ବସିଥିବା ଦୁଇ ବ୍ୟକ୍ତି, ଜଣେ ଗୁରୁତର
ବରଗଡ ଜିଲ୍ଲା ବିଜେପୁର ଅଞ୍ଚଳ ର ଗୋଟିଏ ଘରୋଇ ବସ ସହ ବାବୁପାଲି ଠାରେ ଏକ ସ୍କୁଟି ରେ ଆସୁଥିବା ଦୁଇ ଜଣ ବ୍ୟକ୍ତି ଧକ୍କା ହୋଇଥିଲା ଫଳରେ ସ୍କୁଟି ଚାଳକ ଗୋଡ ହାତ ଗୁରୁତର ଆହତ ହେଇଥିବା ଦେଖିବାକୁ ମିଳିଛି ।