ଗୋଲବଜାରରେ ଥିବା ଏକ ଦୋକାନକୁ ରାସ୍ତା ଦଖଲ କରିବା ପାଇଁ ସଚେତନ କରାଯାଇଛl ରାସ୍ତା ଉପରେ ରଖିଥିବା ସାମଗ୍ରୀଗୁଡ଼ିକୁ ହଟାଇ ଦିଆଯାଇଛି l ଏପରି କାର୍ଯ୍ୟକଳାପ, ବ୍ୟସ୍ତ ଅଞ୍ଚଳଗୁଡ଼ିକରେ ଯାତାୟାତ ଜାମ ଓ ଅସୁବିଧା ସୃଷ୍ଟି କରିଥାଏ l ରାସ୍ତା ଉପରେ ସାମଗ୍ରୀ ପ୍ରଦର୍ଶନ କିମ୍ବା ବ୍ୟବସାୟ ପାଇଁ ବ୍ୟବହାର ନକରିବା ପାଇଁ ବ୍ୟବସାୟୀ ମାନଂକୁ ତାଗିଦ କରାଯାଇଛି l