Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ବୌଦ୍ଧ ସଦର: ବାଗଡ଼ିଆ ଜଙ୍ଗଲରେ ଚାଲିଥିବା ମହୁଲି ମଦ ତିଆରି ଆଡାରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଚଢ଼ାଉ ୪୦୦କେଜି ପୋଚ ଓ ୯୫ଲିଟର ମଦକୁ ନଷ୍ଟ

ଆଜି ରାତ୍ର ୮ଟା ସମୟ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ବିଶେଷ ସୂତ୍ରରୁ ଖବର ପାଇଲେ ବୌଦ୍ଧ ବ୍ଲକ ଅନ୍ତର୍ଗତ କଶତ୍ରୁବନ୍ଦ ପଞ୍ଚାୟତର ବାଗାଡିଆ ଗ୍ରାମ ଜଙ୍ଗଲ ଭିତରେ ବେଆନ ଭାବରେ ମହୁଲି ମଦକୁ ରନ୍ଧା ଯାଉଛି l ଏହାର ଖବର ପାଇଲା ପରେ ଆଜି ପାଖାପାଖି ମଧ୍ୟାନ୍ହ ୧୨ଟା ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର ଏକ ଟିମ ସବଇନସ୍ପେକଟର ସତ୍ୟନାରାୟଣ ପ୍ରଧାନଙ୍କ ନେତୃରେ ଚଢ଼ାଉ କରି ୪୦୦କେଜି ମହୁଲ ପୋଚ ଓ ୯୫ଲିଟର ରନ୍ଧା ମହୁଲି ମଦକୁ ନଷ୍ଟ କରି ମାମଲା ରୁଜୁ କରିଛନ୍ତି l

MORE NEWS