ରାଉରକେଲା ମ୍ୟୁନିସିପାଲଟି: ନିଖିଳ ଓଡିଶା ଗୃଜ ମଜଦୁର ସଭା ତରଫରୁ ଘରୋଇ ଶ୍ରମିକଙ୍କ ସ୍ୱତନ୍ତ୍ର ଆଇନ ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି
ଡ଼ିସେମ୍ବର ୨୦ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ୩୦ମିନିଟ ପର୍ଯ୍ୟନ୍ତ ସେକ୍ଟର ୧୯ କମ୍ୟୁନିଟି ସେଣ୍ଟର ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି, ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ଦିଗାମ୍ବର ମହାନ୍ତି ବକ୍ତବ୍ୟରେ କହିଲେ, ଘରୋଇ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଆଇନ ଆଣିବା ଦରକାର, ଏଣୁ ତା ଉପରେ ଆଲୋଚନା କରାଗଲା, ଏହା fix term employment ହେବା ଉଚିତ, employmant ରେ ନାମ registation ହେବା ସହିତ କାର୍ଯ୍ୟ କରୁଥିବା ସମୟରେ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ସୁବିଧାମାନ ପାଇବା ଉଚିତ, ଗର୍ଭବତୀ ସମୟରେ ସ୍ୱାସ୍ଥ୍ୟ କାର୍ଡ, E.S.I., P.F., ସୁବିଧାମାନ ପାଇବା ଉଚିତ...