ନଭେମ୍ବର ୧୫ ତାରିଖ ଅପରାହ୍ନ ପ୍ରାୟ ୩ଟା ପାଖାପାଖି ଧରତୀ ଆଵା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଜନ ଜାତୀୟ ଗୌରବ ଦିବସ ରାଜ୍ୟସ୍ତରୀୟ ସମାରୋହ ରାଉରକେଲା ସେକ୍ଟର ୧୩ ପ୍ରଦର୍ଶନୀ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି, ଏହି ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟ ବିଧାନସଭା ଉପ ବାଚସ୍ପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ମାଝି, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଜନଜାତି ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ବି. ପରମେଶ୍ୱରମ, ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତଅଉପଥିଲେ