ଝାରପୋଖରିଆ: ସାରସକଣା ସାପ୍ତାହିକ ହାଟରୁ ବାଇକ ଚୋରି, ସିସିଟିଭିରେ କଏଦ ହେଲା ଲାଇଭ ଲୁଟର ଦୃଶ୍ଯ
ସାରସକଣା ସାପ୍ତାହିକ ହାଟରୁ ବାଇକ ଚୋରି CCTV ରେ କଏଦ ଦିନ12 ଟା ସମୟରେ ଶଙ୍ଖାଭଙ୍ଗା ଗ୍ରାମର କୁନୁ ସିଂ ସାରସ କୋଣା କାଳୀ ମନ୍ଦିର ସମ୍ମୁଖରେ OD11 C 4300 ନାମ୍ବର ହିରୋହଣ୍ଡା ସିଡ଼ି ଡିଲକ୍ସ ଗାଡି ରଖି ହାଟ ଭିତରକୁ ପରିବା କିଣିବାକୁ ଯାଇ ଥିବା ବେଳେ ପରିବା କିଣି ଫେରି ଦେଖିବାରୁ ତାଙ୍କର ବାଇକ କେହି ଜଣେ ଦୁର୍ବୁତ୍ତ ନେଇଯାଇଛି । ଯାହାର VISUL CCTV ରେ କ ଏ ଦ ହୋଇଛି। ତେବେ ଅନେକ ଖୋଜା ଖୋଜି ପରେ ନ ପାଇବାରୁ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଝାରପୋଖରିଆ ପୋଲିସ ତଦନ୍ତ କରୁଛି ।