କୋଟିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟା ଟିକାଇ ଗେମେଲ। ଆଜି ଅପରାହ୍ନ ୪ଟା ସମୟରେ ପଟାଙ୍ଗି ରେ ଦେଇଥିବା ପ୍ରତିକ୍ରିୟାରେ କୋଟିଆରେ ଅଞ୍ଚଳ ବାସିନ୍ଦାଙ୍କ ଜୀବନଜୀବିକା ସୁଦୃଢ଼ କରିବା ସହ ଆନ୍ଧ୍ର ପ୍ରଲୋଭନରୁ ଦୁରେଇ ରଖିବାକୁ ପ୍ରଶାସନିକ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।