ରାଉରକେଲା ମ୍ୟୁନିସିପାଲଟି: ଆଦିବାସୀଙ୍କଜମିକୁ ସରକାର ବ୍ୟବସାୟୀଙ୍କୁ ଟେକିଦେଉଛନ୍ତି, ଝାରବେଢା ଅଞ୍ଚଳର ଆଦି
ବାସିମାନେ,ପାନପୋଷ ଉପଜିଲ୍ଲାପାଳଙ୍କ
ଠାରେ ଧାରଣା ଦେଲେ @
ନଭେମ୍ବର ୧୦ ତାରିଖ ସମୟ ପ୍ରାୟ ସକାଳ ପ୍ରାୟ ୧୦ ଟା ସମୟରେ ସୁନ୍ଦରଗଡ଼ର ଝାରଭେଡା ଅଞ୍ଚଳର ଆଦିବାସିମାନେ ପାନପୋଷ ଉପଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଦେଇଛନ୍ତି,ଆଦିବାସି ଲୋକମାନେ ଅତ୍ୟନ୍ତ ଦୁଃଖର ସହ କହିଲେ କି କୃଷି ଓ କୃଷକ ବଞ୍ଚାଅ