କଣ୍ଟାମାଳ: ପଲସାଗୋରା ମିନିବ୍ୟାଙ୍କ ଠାରେ ପିଏମ କିସାନ ନିଧି ଯୋଜନାର ଭରଚୁଆଲ ମାଧ୍ୟମରେ ଦେଖିବା ଓ ଶୁଣିବା କାର୍ଯ୍ୟକ୍ରମ
କଣ୍ଟାମାଳ 02:08:2025
Kantamal, Boudh (Bauda) | Aug 2, 2025
ବାରଣାସୀ ଠାରେ ଆୟୋଜିତ ବିଶାଳ ଜନ ସଭାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ପିଏମ କିସାନ ସମ୍ମାନ ନିଧିର 20ତମ କିସ୍ତି ମାଧ୍ୟମରେ...