ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟଣପାଟଣାରେ ଆଜି ବ୍ଲକ ପ୍ରଶାସନ ତରଫରୁ ଫୁଟବଲ ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଖେଳର ଶୁଭାରମ୍ଭ ହୋଇଥିବା ବେଳେ ବ୍ଲକର ବିଭିନ୍ନ ଅଞ୍ଚଳର ଖେଳାଳି ଭାଗ ନଇଥିଲେ। ସଂଧ୍ଯା ୫ଟା ସମୟରେ ଦେଖିବାକୁ ମିଳିଛି ପିଲାମାନେ ଉତ୍ସାହିତ ହୋଇ ଖେଳ ଖେଳୁଥିବାର। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ଗୋଲାଡି ତ୍ରିନାଥ,ବ୍ଲକ ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।