ବୌଦ୍ଧ ସଦର: ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ନୂତନ ବିଡ଼ିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କଲା ବ୍ଲକ ସରପଞ୍ଚ ସଂଘ
Baudh Sadar, Boudh (Bauda) | Sep 9, 2025
ମଙ୍ଗଳବାର ବୌଦ୍ଧ ବ୍ଲକରେ ଯୋଗଦାନ କରିଥିବା ନୂତନ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛି ବୌଦ୍ଧ ବ୍ଲକ ସରପଞ୍ଚ...