Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ରେଙ୍ଗାଲି: ପଶ୍ଚିମ ଓଡିଶା କୃଷକ ସଂଗଠନ ପକ୍ଷରୁ ଜମାଦାପାଲି ଠାରେ ଥିବା ଚାଷୀ ରେଖା ନିକଟରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ

Rengali, Sambalpur | Nov 11, 2025
ପଶ୍ଚିମ ଓଡିଶା କୃଷକ ସଂଗଠନ ପକ୍ଷରୁ ଆଜି ଜମାଦାପାଲି ଠାରେ ଥିବା ଚାଷୀ ରେଖା ନିକଟରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ୨୦୦୭ ମସିହାରେ ହୀରାକୁଦ ପାଣି ପାଇଁ ବିରାଟ ଆନ୍ଦୋଳନକୁ ମନେ ପକେଇଥିଲେ ଚାଷୀ l ଶିଲ୍ପାନୁଷ୍ଠାନ ମାନଙ୍କୁ ଅଧିକ ପାଣିବସରକାର ଯୋଗାଉଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ । ସରକାର ଚାଷୀଙ୍କ ଦୁଃଖ କେବେ ଶୁଣିନାହାନ୍ତି ଆଗକୁ ଯଦି ଚାଷୀଙ୍କ ସମସ୍ୟା ସରକାର ନଶୁଣନ୍ତି ତାହେଲେ ଚାଷୀ ବଡ଼ ଧରଣର ଆନ୍ଦୋଳନ କରିବା ପାଈଁ ଚେତାବନୀ ଦେଇଛନ୍ତି l

MORE NEWS