ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭଅଁରଖୋଲ ସ୍ଥିତ ଭଗବାନ ପ୍ରଧାନ ମେମୋରିଏଲ ସରକାରୀ ଉଚ୍ଚ ବିଦ୍ୟାଳୟ ଭଅଁରଖୋଲ ର ସୁବର୍ଣ୍ଣ ଜୟନ୍ତୀ ପାଳନ ସମାରୋହ ଉଦଯାପିତ ହୋଇଛି l ଆଜି ଉଦଯାପନୀ ଦିନରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବିଶିଷ୍ଟ ଅତିଥି ଭାବରେ ରାଜସ୍ବ ଏବଂ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିଲେ l ମୁଖ୍ୟ ବକ୍ତା ଭାବରେ ପ୍ରଫେସର ବିଶ୍ୱଜିତ ଖମାରୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧକ୍ଷ ଅକ୍ଷୟ ସାହୁ, ଲଖନପୁର ପଂଚାୟତ ସମିତି ଅଧ୍ୟକ୍ଷା ହୂତେଶ୍ୱରୀ ତିହିରିଆ ଉପସ୍ଥିତ ଥିବାବେଳେ ଭଅଁରଖୋଲ