ଅତାବିରା: ସରଣ୍ଡା ରେ ଦୁର୍ଘଟଣାଗସ୍ତ ବ୍ୟକ୍ତିକୁ ଉଦ୍ଦାର କରି ବୁର୍ଲା ମେଡିକାଲକୁ ନେଲେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ
ଗତକାଲି ମଂଗଲବାର ରାତି ପ୍ରାୟ ସାଢେ ୧୨ଟା ସମୟରେ ଅତାବିରା ଥାନା ଅଧିନ ସରଣ୍ଡା ଛକ ଠାରେ ଜଣେ ଦୁର୍ଘଟଣାଗସ୍ତ ବ୍ୟକ୍ତିକୁ ରାଜ୍ୟ ସ୍ବାସ୍ତ୍ୟ ମନ୍ତୀ ଡଃ ମୁକେଶ ମହାଲିଂଗ ଉଦ୍ଦାରକରି ନିଜ ଗାଡିରେ ବୁର୍ଲା ମେଡିକାଲକୁ ନେଇଥିଲେ |