ବସ୍ତା ବ୍ଲକ୍ ଶିକ୍ଷାବିଭାଗ ର ଗଣମାଧ୍ୟମ ପ୍ରତି ହତାଦର କାହିଁକି? ଅଧିକାରୀଙ୍କ ଜିଦି ପାଇଁ ସୁରଭି କାର୍ଯ୍ୟକ୍ରମ ରେ ପାଣି କାଦୁଅରେ ଭିଜିଲେ ଛାତ୍ର ଛାତ୍ରୀ ବିଭିନ୍ନ ସମସ୍ୟା ଭିତରେ ଚାଲିଛି ବସ୍ତା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ। ଏଠି ସ୍ଥାୟୀ ଶିକ୍ଷାଧିକାରୀ ନଥିବା ବେଳେ ଜଣେ ମହିଳା ସହ ଶିକ୍ଷାଧିକାରୀ ଙ୍କ ଦ୍ଵାରା ଦୁର୍ନୀତି ଓ ଦୂରାବସ୍ଥା ରେ ବିଭାଗ ରହିଛି। ବିଭିନ୍ନ ଅଭିଯୋଗ ପରେ ମଧ୍ୟ କୌଣସି ଅଭିଯୋଗ ର ସମାଧାନ ହେଉନାହିଁ। ବସ୍ତା ଶିକ୍ଷା ଅଧିକାରୀ ସ୍ଥାୟୀ ଭାବେ ନିଯୁକ୍ତି ଦୀର୍ଘ ବର୍ଷ ଧରି ପାଉନଥିବା ବେଳେ ଏଭଳି ଦୂରବସ୍ଥା ଦେଖାଦେଇଛି। ଆଜି