ଓରିଏଣ୍ଟ: ଗୁମାଡେରା ସ୍ଥିତ ରତନ ଟାଟା ଷ୍ଟାଡିୟମ୍ରେ ସୁନାବେଡା ଦଳ ବିଜୟୀ
ଝାରସୁଗୁଡ଼ା ଜିଲ୍ଲା ଗୁମାଡେରା ସ୍ଥାନୀୟ ରତନ ଟାଟା ଷ୍ଟାଡିୟମ୍ରେ ଚାଲିଥିବା ଦ୍ଵିତୀୟ ଟିଆରଏଲ କ୍ରୋସାକି ଫୁଟବଲ କପ ର ଦ୍ଵିତୀୟ ଦିନ ଖେଳରେ ସୁନାବେଡା ଦଳ ବିଜୟୀ ହୋଇଛି l ଏହି ସର୍ବଭାରତୀୟ ସ୍ତରର ଫୁଟବଲ୍ ପ୍ରତିଯୋଗିତା ୨୦୨୫ ଆଜି ସୋମବାର ଅପରାହ୍ନ ୨ ଟା ୩୦ ରୁ ୪ ଟା ୩୦ ଯାଏଁ ବିହାର ଏଫସି ଓ ସୁନାବେଡା ସାଇ ହାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥଲା l ସୁନାବେଡା ଦଳ ୬-୦ ଗୋଲରେ ବିହାର ଦଳକୁ ପରାସ୍ତ କରି ଆଗାମୀ ଖେଳକୁ ଉନ୍ନୀତ ହୋଇଛି। ସୁନାବେଢ଼ା ଦଳର ସଞ୍ଜୀତ ଖୋରା ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଛନ୍ତି l ଆସନ୍ତାକାଲି ସୁନାବେଡା ସାଇ ହାଲ ଦଳ ଓ ବେଲପାହାଡ଼ ୟୁନାଇ