ରାଣୀ ଲକ୍ଷ୍ମୀ ବାଇ ମହିଳା ମହାସଂଘ କୋରାପୁଟର ୨୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉପଦେଷ୍ଟା ଆଜି ଜୟପୁର ଉପ ଜିଲାପାଳ ଙ୍କ ଦ୍ୱାରସ୍ଥ ହୋଇ ଆଜି ଅପରାହ୍ନ 1 ଘଣ୍ଟା ସମୟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ସ୍ୱଂୟ ସହାୟକ ଗୋଷ୍ଠିକୁ ଦୁରେଇ ଲ୍ୟାମ୍ପକୁ ଦେଲେ ଚାଷୀଙ୍କ ଠିକ ଧାନ କ୍ରୟ ର ଯାବତୀୟ ସୁବିଧା ମେଳିବ ନାହିଁ । କେବଳ ମହିଳା ଗୋଷ୍ଠିଙ୍କୁ ଉଦ୍ଦେଶ୍ୟ ମୁଳକ ଭାବେ ହଇରାଣ ନକରି ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି ।