କେନ୍ଦୁଝର ନରସିଂହ ସ୍ୱାଇଁ ପୋଲିସ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ୪୨ତମ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ୨୦୨୫ ରେ ସ୍ଥାନୀୟ ସମ୍ମାନୀତ ଅତିଥି ଙ୍କ ସହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲି । ଶିଶୁମାନେ କିପରି ଆଗକୁ ବଢ଼ିବେ ଓ ନିଜ ପିତାମାତାଙ୍କର ନା ରଖି ଏକସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବେ ସେଥି ପ୍ରତି ତାଙ୍କୁ ଅବଗତ କରାଇଥିଲି ।