ହିଞ୍ଜିଳି: ହିଞ୍ଜିଳି କାଟୁ ମିନି ଷ୍ଟାଡିଅମ ଠାରେ ଗଞ୍ଜାମ ଜିଲ୍ଲା ର ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ଉଦଯାପନୀ ଦିବସ
Hinjili, Ganjam | Oct 12, 2025 ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ମିନି ଷ୍ଟାଡିଅମ ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ର ଉଦଯାପିତ ଦିବସ ପାଳନ ହୋଇଯାଇଛି. ଏହି ପ୍ରତିଯୋଗିତା ରେ ଜିଲ୍ଲା ର ୨୨ଟି ବ୍ଲକ ର ୧୦୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ କବାଡି ପ୍ରତିଯୋଇତା ଭାଗ ନେଇଥିଲେ. ଦୁଇଟି ବିଭାଗ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ୧୪ବର୍ଷ ରୁ କମ ବାଳକ କ୍ରୀଡା ପ୍ରତିଯୋଗିତା ରେ ପାଟପୁର ବିଜେତା ହୋଇଥିବା ବେଳେ ସାନ ଖେମୁଣ୍ଡି ଉପ ବିଜେତା ହୋଇଥିବା ଜଣାପଡିଛି.