ସମ୍ବଲପୁର ମହାନ୍ତି ପଡା ରେ ଆଜି ନାଗ ଚତୁର୍ଥୀ ପୂଜା ଅନୁଷ୍ଠିତ ହୋଇଯାଇଛି l କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ରେ ଏହି ନାଗ ଚତୁର୍ଥୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମାନସିକ ରଖିଥିବା ଓ ମାନସିକ ପୂର୍ଣ୍ଣ ହୋଇଥିବା କୁମାରୀ ଝିଅ ମାନଙ୍କ ସହିତ ବିବାହିତ ମହିଳା ମାନେ ନିର୍ଜଳା ଉପବାସ ରହି ନାଗ ଚତୁର୍ଥୀରେ ନାଗ ଦେବତାଙ୍କ ପୁଜା କରିବା ପରେ ତାର ପରଦିନ ଉପବାସ ଭାଙ୍ଗି ଥାନ୍ତି । ନାଗ ଚତୁର୍ଥୀ ତିଥିରେ ଅଞ୍ଚଳର ଝିଅ ଓ ବୋହୁ ମାନେ ଆଜି ଅପରାହ୍ନ 4 ଟା ରେ ସରିଥିଲା l ଧଳା ରାଶିରେ ନିର୍ମିତ ନାଗୁଣୀ ଏବଂ କଳା ରାଶିରେ ନିର୍ମିତ ନାଗ ଙ୍କୁ ଶାଳପତ୍ରରେ ରଖି ଫଳଫୁଲ ଦେ