Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଛପନଡ଼ିହି ଜଙ୍ଗଲ ରେ ପ୍ରାୟ ୩ କ୍ୟୁଣ୍ଟାଲ ମହୁଲ ପୋଚ ନଷ୍ଟ କଲା ପୋଲିସ

Jharsuguda, Jharsuguda | Sep 15, 2025
ଝାରସୁଗୁଡା ଜିଲ୍ଲା ଛପନଡ଼ିହି ଜଙ୍ଗଲ ରେ ପ୍ରାୟ ୩ କ୍ୟୁଣ୍ଟାଲ ମହୁଲ ପୋଚ ନଷ୍ଟ କଲା ପୋଲିସ l ଛପନଡ଼ିହି ଜଙ୍ଗଲରେ ମଦ ତିଆରି ପାଇଁ ବେଆଇନ ଭାବରେ ମହୁଲ ପୋଚ ଗଚ୍ଛିତ ରଖାଯାଇଥିବାନେଇ ପୋଲିସ କୁ ଖବର ମିଳିବା ପାରେ ଆଜି ସୋମବାର ସକାଳ ପ୍ରାୟ ୬ ଟା ରୁ ୯ ଟା ଯାଏଁ ବ୍ରଜରାଜନଗର ପୋଲିସ ଛପନଡ଼ିହି ଜଙ୍ଗଲ ରେ ଚଢ଼ାଉ କରିଥିଲା l ସେଠାରେ ପ୍ରାୟ ୩ କ୍ୟୁଣ୍ଟାଲ ମହୁଲ ପୋଚ ପୋଲିସ କୁ ମିଳିଥିବା ଵେଳେ ସମସ୍ତ ମହୁଲ ପୋଚ କୁ ନଷ୍ଟ କରିଛି ପୋଲିସ l

MORE NEWS