ବଡସାହି: ବେତନଟୀ ଡାକ୍ତରଖାନାରେ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିରକୁ ଉଦଘାଟନକଲେ ଲୋକପ୍ରିୟ ବିଧାୟକ ସନାତନ ବିଜୁଳି, ୨୬୫ୟୁନିଟ ରକ୍ତ ସଂଗୃହିତ
Barsahi, Mayurbhanj | Aug 12, 2025
ବେତନଟୀ ଡାକ୍ତରଖାନାରେ ରୋଗୀ କଲ୍ୟାଣ ସମିତି ଏବଂ ସମ୍ବାଦ ଆମ ଓଡିଶା ପକ୍ଷରୁ ମିଳିତ ଭାବରେ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିରକୁ ମଙ୍ଗଳବାର...