ସଦର: ଅଙ୍ଗିକାର 2025 ଭବାନୀପାଟଣା ର ବିଭିନ୍ନ ୱାର୍ଡ ସ୍ତରରେ ଘରକୁ ଘର ଅଭିଯାନ
ଆଜି ଅଙ୍ଗିକାର 2025 ଭବାନୀପାଟଣା ର ବିଭିନ୍ନ ୱାର୍ଡ ସ୍ତରରେ ଘରକୁ ଘର ଅଭିଯାନ, ପିଏମଏୱାଇ (ୟୁ) ଘରର ଦ୍ରୁତ କାର୍ଯ୍ୟ, ପିଏମଏୱାଇ (ୟୁ) 2.O ଅଧୀନରେ ସଚେତନତା ସୃଷ୍ଟି ଏବଂ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର, ପ୍ରଧାନମନ୍ତ୍ରୀ ସ୍ୱନିଧି, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭଳି ଫ୍ଲାଗସିପ୍ ଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ।