କଣ୍ଟାବାଞ୍ଜି: ସିନ୍ଧେକେଲା ଥାନା ଅର୍ନ୍ତଗତ କଣ୍ଡରା ଗାଁ ରେ ଦୁର୍ଗା ଭୋଇ ଆତ୍ମହତ୍ୟା ପରେ ୧୬ ନମ୍ବର ରାଜ୍ୟ ରାଜପଥ ଖଡ଼ିଆଳ - ଭବାନୀପାଟଣା ରାସ୍ତା ରେ ଅବରୋଧ
Kantabanji, Balangir | Aug 14, 2025
ଋଣଭାର ସମ୍ଭାଳି ନପାରି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅର୍ନ୍ତଗତ କଣ୍ଡରା ଗାଁର ଦୁର୍ଗା ଭୋଇ ଆତ୍ମହତ୍ୟା ଘଟଣା, ଗାଁକୁ ପହଁଚିଲା ଶବ, ଶବ...