ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରମ୍ପେଲା ପଞ୍ଚାୟତ ଅନ୍ତର୍ଗତ ହରିହର ପୀଠ ବରକାନିପାଲି ଗ୍ରାମରେ ଶୁଭ ସଂକ୍ରାନ୍ତି ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ତ୍ତା ଭାବରେ ଫଟାପାଲି ଗ୍ରାମର ସପତ୍ନୀକ ଅଜିତ ସାହୁ ଓ ମୋହିନୀ ସାହୁ ଦାୟିତ୍ଵ ନିର୍ବାହ କରିଥିବାବେଳେ ପୂଜକ ଭାବରେ ଆକାଶ ମିଶ୍ର, ଜଗନ୍ନାଥ ମନ୍ଦିର ପୂଜକ ଜ୍ଞାନରଞ୍ଜନ ପଣ୍ଡା, ଶିବ ମନ୍ଦିର ପୂଜକ ଅରବିନ୍ଦ ମିଶ୍ରଙ୍କ ସମେତ ସମସ୍ତ ଗ୍ରାମବାସୀ ଗ୍ରାମର ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିର ରେ ପୂଜା ଅର୍ଚ୍ଚନା କରି ସରିବା ପରେ ଯଜ୍ଞ ମଣ୍ଡପରେ ପୂଜାପାଠ କରିଥିଲେ । ଏକ ପ୍ରହାର ନାମ ଯଜ୍ଞ, ହୋମ ଆଦି ପୂଜାପାଠ, ପୂର୍ଣା