ରାୟଗଡା: ରାସନକାର୍ଡ ରେ ନାମ ସଂଯୋଗି କରଣ କରିବା ସକାଶେ ପଦ୍ମପୁର ଯୋଗାଣ ବିଭାଗ କାର୍ଯ୍ୟଳୟରେ ଇନ୍ଦୁପୁର ପଞ୍ଚାୟତ ବାସି ଙ୍କ ପ୍ରବଳ ଭିଡ
Rayagada, Rayagada | Aug 8, 2025
ରାୟଗଡ଼ା ଜିଲ୍ଲା ପଦ୍ମପୁର ର ଯୋଗାଣ ବିଭାଗ କାର୍ଯ୍ୟଳୟ ଠାରେ 5ବର୍ଷ ପିଲା ଙ୍କ ନାମ ସଂଜୋଗି କରଣ କରାଯାଉଛି ଆଜି ଇନ୍ଦୁପୁର ପଞ୍ଚାୟତ ବାସି ଆସି...