ବୌଦ୍ଧ ସଦର: ଆସନ୍ତାକାଲି ସକାଳ ୮.୩୦ପଯ୍ୟନ୍ତ ପବନ ସହିତ ବିଜୁଳି ଓ ଘଡ଼ଘଡ଼ି ନେଇ ଜାରିହୋଇଥିବା ଏଲୋ ୱାର୍ଣ୍ଣିଙ୍ଗ ତାଲିକାରେ ରହିଛି ବୌଦ୍ଧ ଜିଲ୍ଲା
ରାଜ୍ୟରେ କିଛିଦିନ ହେବ ବର୍ଷା ପବନ ସହିତ ବିଜୁଳି ଘଡ଼ଘଡ଼ି ଲାଗିରହିଥିବା ବେଳେ l ଆସନ୍ତା କାଲୀ ଶୁକ୍ରବାର ସକାଳ ୮. ୩୦ ପଯ୍ୟନ୍ତ, ବୌଦ୍ଧ ଜିଲ୍ଲାରେ ୩୦ରୁ ୪୦କିଲୋମିଟର ବେଗରେ ପବବ ବହିବା ସହିତ ବିଜୁଳି ଓ ଘଡଘଡି ହେବାର ସମ୍ଭାବନା ନେଇ ଏଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି l