ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବନ୍ୟା ସ୍ଥିତି ନେଇ କେଶରୀ ନଗର ଅଫିସରେ ପ୍ରତିକ୍ରିୟା ରଖିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ
Bhubaneswar M Corp, Khordha | Sep 7, 2025
ମୁଣ୍ଡଳୀରେ ପିକ ଚାଲିଛି ମହାନଦୀ ଜଳ | ମୁଣ୍ଡଳୀ ରେ ଏବେ 6.16 ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେଉଛି | ଆଗକୁ ଜଳ ସ୍ତର କମିବ | ହୀରାକୁଦରେ 8...