ଜମନକିରା ରାଧାକୃଷ୍ଣ ପଡ଼ାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରସ୍ଵତୀ ପୂଜା ସମାରୋହ ରେ ଆୟୋଜିତ ହୋଇ ଆସୁଛି। ଏହି ଅବସର ରେ ବୁଧବାର ରାତିରେ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ଉମାକାନ୍ତ ବାତିଲ ଙ୍କ ମେଲୋଡ଼ି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ ରେ ଦୂର ଦୁରାନ୍ତାର ରୁ ହଜାର ହଜାର ସଙ୍ଖ୍ୟା ରେ ଦର୍ଶକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ରାତି ୧୨ ଟାରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା।