କଟକ ପୌରାଞ୍ଚଳ: ଉପର ପଡ଼ିଆରେ ବାଲିଯାତ୍ରା ହେବ କି ନାହିଁ ସେ ନେଇ ଦ୍ଵନ୍ଦ ଦୂର କରି କିଶନନଗରରେ ପ୍ରତିକ୍ରିୟା ଦେଲେ କଟକ ଜିଲ୍ଲାପାଳ
Cuttack M Corp PS, Cuttack | Sep 1, 2025
ଚଳିତ ବର୍ଷ ବାଲିଯାତ୍ରା ଉପର ପଡ଼ିଆରେ ହେବ କି ନାହିଁ ସେ ନେଇ ଦ୍ଵନ୍ଦ ଲାଗି ରହିଛି। ତେବେ ଏହି ଦ୍ଵନ୍ଦକୁ ନିଜ ପ୍ରତିକ୍ରିୟାରେ ମାଧ୍ୟମରେ ଦୂର...