ଗୋପାଳପୁର: ଫୁଲଟା ଗ୍ରାମରେ ବୋମା ମାଡ଼ ଘଟଣାରେ ୧୭ ଜଣଙ୍କ ନାମରେ ମାମଲା ରୁଜୁ, ସୂଚନା ଦେଲେ ବ୍ରହ୍ମପୁର ଏସପି
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫୁଲଟା ଗ୍ରାମରେ ବୋମା ମାଡ଼ ଘଟଣାରେ ଉଭୟ ପକ୍ଷର ଏତେଲା କ୍ରମେ ୧୭ ଜଣକ ନାମରେ ମାମଲା ରୁଜ୍ଜୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ l