ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟକୁ ନେଇ ଗୁରୁବାର ସନ୍ଧ୍ୟା 7 ଘଣ୍ଟାରେ ଜରୁରୀ ସୂଚନା ଦେଲା ବିଦ୍ୟୁତ ବିଭାଗ | ଆସନ୍ତା କାଲି ସକାଳ 9 ଘଣ୍ଟା ସମୟରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହେବ | ଭାରତୀ ନଗର, ନିଗମାନନ୍ଦ ବିହାର,ଭଟଲି ଛକ,ଆଳୁ ଗୋଦାମ ଏରିଆ,ନୂଆଁ ପଡା, ଫାଣ୍ଡି ଏରିଆ,ଖଜୁର ଟିକ୍ରା,ବ୍ରହ୍ମକୁମାରୀ ଲେନ,Old fuse call, ବିଶି ପଡା,ପଠାନ ପଡା,କେଶବ ନଗର,ସହଁରା ପଡା,ନଦୀ ପଡା, ଲମ୍ବା ବିଲଡିଂ ଏରିଆ,ଯମୁନା ବିହାର,ଭଇନା ପଡା,ବେହେରା ଟିକ୍ରା, ତଳି ପଡ଼ା,PHD ପଡା,ବାଲି ଟିକ୍ରା ଏରିଆ ପ୍ରଭାବିତ ହେବ ବୋଲି ସୂଚନା