ବରଗଡ଼ ଧନୁଯାତ୍ରା ମହୋତ୍ସବର ବିଭିନ୍ନ କଳାକାର ଚୟନ ନିମନ୍ତେ ପ୍ରକାଶ ପାଇଲା ବିଜ୍ଞପ୍ତି | ଆଗାମୀ ୧୮.୧୦.୨୦୨୫ ତାରିଖ ୧୦ ଘଟିକା ରୁ ୦୧.୧୧.୨୦୨୫ ତାରିଖ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ କଳାକାରମାନେ କରିପାରିବେ ଆବେଦନ | ଶୁକ୍ରବାର ସନ୍ଧ୍ୟା 7 ଘଣ୍ଟା ସମୟରେ ସୂଚନା ଦେଲେ ବରଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ | ୭୮ ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି କ୍ରମେ ବରଗଡ଼ ଧନୁଯାତ୍ରା ମଥୁରା ନଗରୀର ମହାରାଜା କଂସ,ମହାମନ୍ତ୍ରୀ,ସାର୍ତ୍ତକୀ,ଚାଣୁର,ମୁଷ୍ଟିକ, ଅକୃର,ଉଗ୍ରସେନ,ବାସୁଦେବ,ଦେବକୀ,ନାରଦ ଏବଂ ସେନାପତି