ଟିଟିଲାଗଡ: ମାନବ ଅଧିକାର ସୁରକ୍ଷା ଅଭିଯାନ ଓ ଦଳିତ ଆଦିବାସୀ ଏକତା ସଂଙ୍ଗ ପକ୍ଷରୁ ସଇଁତଳା ଥାନା ସମ୍ମୁଖରେ ଗଣ ଧାରଣା ଓ ଗଣ ବିକ୍ଷୋଭ
ବୁଢ଼ାବାହାଲ ସମିତିସଭ୍ୟଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତ ବିଜେପି ନେତା ଙ୍କୁ ଗିରଫ ଦାବୀ ପରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଥାନା ଘେରାଉ କଳା  ଆଦିବାସୀ ଦଳିତ ସଂଘ ସଇନ୍ତଳା ଥାନା ବୁଢ଼ାବାହାଲ ପଞ୍ଚାୟତ ସମିତିସଭ୍ୟ ମଦନ ନାଗଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏନେଇ ଗତ ୬ ତାରିଖ ରେ ସମିତି ସଭ୍ୟ ମଦନ ନାଗ ସଇତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ହେଁ ୨୫ ଦିନ ବିତିଯାଇଥିଲେ ସୁଧା ମୁଖ୍ୟ ଅଭିଯୁକ୍ତ କୁ ପୁଲିସ ଗିରଫ କରିପାରିନାହିଁ ଏ ନେଇ ଆଜି ସଇନ୍ତଳା ବ୍ଳକ ଆଦିବାସୀ ଦଳିତ ସଂଘଓ  ମାନବଧିକାର ସୁରକ୍ଷା ଅଭିଯାନ ର ମିଳିତ ରେ ଶତାଧିକ ଆଦ