ଖରିଆର: ନୂଆପଡ଼ା ବିଧାୟକଙ୍କ ବିୟୋଗରେ ଗଭିର ଶୋକ ପ୍ରକାଶ କରି ବୋଡ଼େନ ଠାରେ ପ୍ରତିକ୍ରିୟା ରଖିଲେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ
Khariar, Nuapada | Sep 8, 2025
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କର ଆଜି ସକାଳ ୮ ଟାରେ ପରଲୋକ ହୋଇଯାଇଛି। ଏହି ଖବର ପରେ ନୂଆପଡ଼ା ଜିଲ୍ଲା ସାରା ଶୋକାକୁଳ...