Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
No video available

ବଲାଙ୍ଗୀର: ଜିଲ୍ଲାରେ ବେଆଇନ ଭାବେ ଗଛ କାଟିବାକୁ ନେଇ କଚେରି ଛକରେ ପ୍ରତିକ୍ରିୟା ରଖିଲେ ଗୋ ସେବକ ତଥା ସମାଜ ସେବୀ ସନ୍ତୋଷ ଭୋଳ

Balangir, Balangir | Jul 5, 2025
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ବେଆଇନ ଭାବରେ ଗଛ କାଟିବା ଘଟଣା ବୃଦ୍ଧି ପାଉଥିବାକୁ ନେଇ ଗୋ ସେବକ ଓ ସମାଜ ସେବୀ ସନ୍ତୋଷ ଭୋଳ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପରିବେଶ ରକ୍ଷା ଓ ପ୍ରକୃତି ସନ୍ତୁଳନ ପାଇଁ ବୃକ୍ଷ ଅତି ଆବଶ୍ୟକ, ଏମିତି ଅବେଧ କାର୍ଯ୍ୟ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ। ସେ ପ୍ରଶାସନ ଓ ଜନସାଧାରଣଙ୍କୁ ଏହି ବିଷୟରେ ସଚେତନ ହେବା ପାଇଁ ଆହ୍ୱାନ ଜଣାଇଛନ୍ତି।

MORE NEWS

ବଲାଙ୍ଗୀର: ଜିଲ୍ଲାରେ ବେଆଇନ ଭାବେ ଗଛ କାଟିବାକୁ ନେଇ କଚେରି ଛକରେ ପ୍ରତିକ୍ରିୟା ରଖିଲେ ଗୋ ସେବକ ତଥା ସମାଜ ସେବୀ ସନ୍ତୋଷ ଭୋଳ - Balangir News