ମୁଦ୍ରାବେଡା ଗ୍ରାମ ର ସହିଦ ପ୍ରଦୀପ ଘଣା ଙ୍କ ଦ୍ୱାଦଶ ଶ୍ରାଦ୍ଧ ବାର୍ଷିକ ଅଵସର ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ଯୋଗ ଦେଇ ତାଙ୍କ ଅମର ଆତ୍ମା ର ସ୍ମୃତି ଚାରଣ l ଏହି ସଭାରେ ସମ୍ମାନିତ ଅତିଥି ଭାବେ CRPF ଭୁବନେଶ୍ୱର ର ଡେପୁଟି କମାଣ୍ଡାଣ୍ଟ ମହେନ୍ଦ୍ର ସିଂ ବର୍ମା ଓ ASI CRPF, ରଞ୍ଜନ କୁମାର ଦାସ ଯୋଗ ଦେଇଥିଲେ l ସ