କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସିତାବିଞ୍ଜ ରେଲୱେ ଷ୍ଟେସନ ଜଣଙ୍କର ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଛି ।ସୂଚନା ଅନୁଯାୟୀ ପାଟଣା ବ୍ଲକ ପାଟଣା ଥାନା ମୁଷାଖୋରୀ ପଞ୍ଚାୟତ ର ଗିରିଧିନା ଗ୍ରାମର ଦେବେନ୍ଦ୍ର କୁମାର ମାଝୀ ଙ୍କ ବାଇକ ଚୋରି ହୋଇଛି।ସେ ତାଙ୍କର ବାରିକ୍ ନମ୍ବର OD 09 M 7319 ସ୍ପେଲଣ୍ଡର ପ୍ଲସ ଯୋଗେ ସିତାବିଞ୍ଜ ରେଲୱେ ଷ୍ଟେସନ କୁ ପୁଅକୁ ଛାଡ଼ିବାକୁ ଯାଇଥିଲେ।