ବୌଦ୍ଧ ସଦର: ଟାଉନହଲ୍ ଠାରେ କେନ୍ଦ୍ରରେ 11 ବର୍ଷ ଓ ରାଜ୍ୟରେ 1 ବର୍ଷ ଶାସନର ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ
Baudh Sadar, Boudh (Bauda) | Jun 5, 2025
ଗୁରୁବାର ସନ୍ଧ୍ୟାରେ ବୌଦ୍ଧ ଟାଉନ ହଲ୍ ଠାରେ କେନ୍ଦ୍ରର 11 ବର୍ଷ ଓ ରାଜ୍ୟର 1 ବର୍ଷ ଶାସନର ପୂର୍ତ୍ତି ଅବସରରେ ଜିଲ୍ଲା ବିଜେପି ପକ୍ଷରୁ ଏକ...