ପୁରୀ ମ୍ୟୁନିସିପାଲଟି: ସମୁଦ୍ରକୂଳ ଥାନା ଅଞ୍ଚଳ ରେ ସର୍ବସାଧାରଣ ରେ ମଦ୍ୟପାନ କରିବା ଅଭିଯୋଗ ରେ ସମୁଦ୍ରକୂଳ ଥାନା ଦ୍ୱାରା 8 ଜଣ ଅଟକ l
Puri M, Puri | Oct 7, 2025 ସମୁଦ୍ରକୂଳ ଥାନା ଅଞ୍ଚଳ ରେ ସର୍ବସାଧାରଣ ରେ ମଦ୍ୟପାନ କରିବା ଅଭିଯୋଗ ରେ ସମୁଦ୍ରକୂଳ ଥାନା ଦ୍ୱାରା 8 ଜଣ ଅଟକ l ଆଜି ସନ୍ଧ୍ୟା 7 ସମୟରେ ସମୁଦ୍ରକୂଳ ଥାନା ପକ୍ଷରୁ ସୂଚନା ଦିଆଯାଇଛି l