ନଭେମ୍ବର ୨୫ତାରିଖ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସିଭିକ ସେଣ୍ଟରଠାରେ ସାଇବର ସୁରକ୍ଷା ଅଭିଯାନ ଓଡିଶା ୨୦୨୫ ମେଗା ଇଭେଣ୍ଟ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଦୁର୍ଗାଚରଣ ତନ୍ତି, ବିଧାୟକ ରଘୁନାଥପାଲ୍ଲୀ, ଶ୍ରୀ ବ୍ରିଜେଶ କୁମାର ରାୟ, I.P.S., ଡି.ଆଇ.ଜି., ପଶ୍ଚିମ ରେଞ୍ଜ, ଶ୍ରୀ ନୀତେଶ ୱାଦୱାନୀ, I.P.S., S.P., ରାଉରକେଲା, ଶ୍ରୀ କାନିତକର, ଡ଼ି.ଜି., ଟାଉନ ସର୍ଭିସ, R.S.P. ଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ ଯୋଗ ଦେବା ସହ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ବିଶିଷ୍ଟ ଅତିଥିଗଣଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା