ଓରିଏଣ୍ଟ: ବେଲପାହାଡ ଥାନାରେ ଯୋଗଦେଇଥିବା ନୂତନ ଥାନା ଅଧିକାରୀ ବିକାଶ କଲେତ ଙ୍କୁ ସାକ୍ଷାତ କଲେ ବେଲପାହାଡ ପ୍ରେସ କ୍ଳବ ର ସାମ୍ବାଦିକମାନେ
ବେଲପାହାଡ ଥାନାରେ ଯୋଗଦେଇଥିବା ନୂତନ ଥାନା ଅଧିକାରୀ ବିକାଶ କଲେତ ଙ୍କୁ ସାକ୍ଷାତ କଲେ ବେଲପାହାଡ ପ୍ରେସ କ୍ଳବ ର ସାମ୍ବାଦିକମାନେ l ଆଜି ଅପରାହ୍ନ ୧୨ ଟା ୩୦ ରେ ବେଲପାହାଡ ପ୍ରେସ କ୍ଳବର ସାମ୍ବାଦିକମାନେ ବେଲପାହାଡ ଥାନାରେ ନୂତନ ଭାବରେ ଯୋଗଦେଇଥିବା ଥାନା ଅଧିକାରୀ ବିକାଶ କଲେତ ଙ୍କୁ ସାକ୍ଷାତ କରି ବେଲପାହାଡ ଅଂଚଳରେ ଅପରାଧିକ କାର୍ଯ୍ୟକଳାପ ଏବଂ କ୍ରାଇମ କଣ୍ଟ୍ରୋଲ ଉପରେ ଚର୍ଚ୍ଚା କରିଛନ୍ତି l ବେଲପାହାଡ ଅଂଚଳରେ ସମସ୍ତ ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ଲଗାଯିବ ବୋଲ ବେଲପାହାଡ ଥାନା ଅଧିକାରୀ ବିକାଶ କଲେତ ପ୍ରକାଶ କରିଛନ୍ତି l