ରାଷ୍ଟ୍ରୀୟ ବଜରଙ୍ଗ ଦଳ ଦଶରଥପୁର ପ୍ରଖଣ୍ଡ ମୁଖ୍ୟ କାର୍ଯ୍ୟାଳୟ ଠାରେ ଆଗାମୀ କାର୍ଯ୍ୟକ୍ରମ ପାଇଁ ବୁଧବାର ସନ୍ଧ୍ୟା 7 ଘଟିକା ସମୟରେ ଏକ ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଜ୍ୟ ମୁଖ୍ୟ ଅରବିନ୍ଦ ଦାସ, ଜିଲ୍ଲା ସଭାପତି ପ୍ରଭାତ ମଲ୍ଲିକ. ପ୍ରଖଣ୍ଡ ଅଧ୍ୟକ୍ଷ ଅମୀୟ ମହାନ୍ତି. ଜିଲ୍ଲା ଉପାଦକ୍ଷ ଗୌତମ ପ୍ରସାଦ ସାହୁ. ପ୍ରଖଣ୍ଡ ଉପାଦକ୍ଷ ଶ୍ରୀକାନ୍ତ ବେହେରା. ପ୍ରଖଣ୍ଡ ଉପାଦକ୍ଷ ସୁବଳ ମଲ୍ଲିକ. ରାଷ୍ଟ୍ରୀୟ ବଜରଙ୍ଗ ଦଳ ଜିଲ୍ଲା ପୂର୍ବତନ ଉପାଦକ୍ଷ ଜୟନ୍ତ ଷଡ଼ଙ୍ଗୀ ସମେତ ଅନେକ ପ୍ରଖଣ୍ଡ କାର୍ଯ୍ୟକର୍ତା ମାନେ ଉପସ୍ଥିତ ବୈଠକ ଅନୁଷ୍ଠିତ