ସଦର: କଳାହାଣ୍ଡି ପୋଲିସ କଳାହାଣ୍ଡି ରେ 45 ଟି ମୋବାଇଲ ଫୋନ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର
45 ଟି ମୋବାଇଲ ଫୋନ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କଳାହାଣ୍ଡି ପୋଲିସ ମୋବାଇଲ ଚୋରି ମାମଲା ଚିହ୍ନଟ କରିଛି। ଚୋରି ହୋଇଥିବା 45 ଟି ମୋବାଇଲ ଫୋନ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର ଆଜି କରିଛନ୍ତି l ଏନେଇ ଆଜି ଅପରାହ୍ନ 4ଟା ସମୟରେ ଜଣାଇଛନ୍ତି