ବୀରମିତ୍ରପୁର: ବୀରମିତ୍ରପୁର ବିଧାୟକଙ୍କ ବୀରମିତ୍ରପୁର ସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ
ବିଶ୍ରା ମୁଖ୍ୟ ଛକରେ ବୀର ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି।ଏଥିରେ ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ନୂଆଗାଁ ଜିଲ୍ଲା ପରିଷଦ 'କ' ସଭ୍ୟା ଜ୍ୟୋତି ଦଳରସା ଟେଟେ,ବିଶିଷ୍ଟ ବ୍ୟକ୍ତି ତଥା ନାରାୟଣ କେରକେଟା,ନରେଶ ମୁଣ୍ଡାରି,ବିର୍ସା ଓରାମ,ଲେଖା ତିର୍କି,ରାଜେଶ କିଣ୍ଡୋ,ପୁଷ୍ପ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ।