ଗତକାଲି ସଦର ଥାନା ଅନ୍ତର୍ଗତ ସମ୍ବଲପୁର କେନଘାଟି ସ୍ଥିତ ଏକ ଘରୋଇ ନର୍ସିଂ କଲେଜର ଜଣେ ଛାତ୍ର ଲୋକେଶ ଟୁଡୁ ଙ୍କ ମୃତ୍ୟୁ ଘଟଣା l ଆଜି ମୃତ ଯୁବକଙ୍କ ଘର ଲୋକ ଆସିବା ପରେ ମୃତ ଯୁବକଙ୍କ ପାଞ୍ଚନାମା ହୋଇଥିଲା, ଏହା ପରେ ଶବ ବ୍ୟବଛେଦ ହେବା ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଥିଲେ l ସେପଟେ ସଦର ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି l