ଭଟଲି: ନୁଆପଡା ଠାରେ ପ୍ରବାସୀ ବିହାର ପ୍ରଦେଶ ର ଲୋକମାନଙ୍କର " ଛଟପୁଜା " ଅବସରରେ ଯୋଗଦେଲେ ଭଟଲୀ ବିଧାୟକ
ନୁଆପଡା ଠାରେ ବର୍ତ୍ତମାନ ଉପ-ନିର୍ବାଚନ ପାଇଁ ପ୍ରଚାର ଜାରିରହିଛି । ଆଜି ଅପରାହ୍ନ 3 PM ରେ ନୁଆପଡା ରେ ବସବାସ କରୁଥିବା ପ୍ରବାସୀ ବିହାର ପ୍ରଦେଶ ର ଲୋକମାନଙ୍କର ଚର୍ଚିତ ' ଛଟପୁଜା ' ଅବସରରେ ଆଜି ଯୋଗଦାନ କଲେ ଭଟଲୀ ବିଧାୟକ ଶ୍ରୀଯୁକ୍ତ ଈରାସିସ ଆଚାର୍ଯ୍ଯ