Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଅତାବିରା: ଗମ୍ଭାରୀପାଲି ମାଁ ମାହେଶ୍ୱରୀଙ୍କର ଶାରଦୀୟ ଷୋଡଶ ଦିନାତ୍ମକପୂଜା ଆରମ୍ଭ

ଅତାବିରା ବ୍ଲକ ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ମୂଳାଷ୍ଟମୀଠାରୁ ମାଁ ମାହେଶ୍ୱରୀଙ୍କର ଶାରଦୀୟ ଷୋଡଶ ଦିନାତ୍ମକପୂଜା ଆରମ୍ଭ ହୋଇଯାଇଛି l ପଣ୍ଡିତ ଶଶିଭୂଷଣ ଶତପଥି ମନ୍ଦିରରେ ସଂକଳ୍ପ ପୂଜା କରିଥିଲେ l ରବିବାର ବିଳମ୍ବିତ ରାତିରେ ମନ୍ଦିରର ପୂଜକ ସନ୍ତୋଷ ମହାକୁର ପୂଜାର୍ଚ୍ଚନା କରିବା ପରେ ମାଙ୍କ ପ୍ରତୀକ ଶାଳକା ବାଡି଼କୁ ଛତ୍ର ବୈରଗ ସହ ଘଣ୍ଟ ଶଙ୍ଖ ଓ ପଞ୍ଚବାଦ୍ୟ ତାଳେ ତାଳେ ନିକଟସ୍ଥ ପୁଷ୍କରିଣୀକୁ ସ୍ନାନଯାତ୍ରା ପାଇଁ ନିଆଯାଇଥିଲା l ସ୍ନାନ ସାରି ଫେରିବା ବାଟରେ ମା ମାହେଶ୍ୱରୀ ଗାଁର ସବୁ ପଡ଼ାରେ ପୂଜା ପାଇଥିଲା l

MORE NEWS