ନୂଆପଡା: ଜିଲାପାଳ ଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠ ରେ ଯାମିନି ଝଙ୍କାର ଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ
ଆଜି ସକାଳ ସାଢେ଼ ନଅଟା ସମୟରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ନିଜ କାର୍ଯ୍ୟଳୟ ପ୍ରକୋଷ୍ଠ ରେ ନୂଆପଡ଼ା ର ଆଦିବାସୀ ଝିଅ ଯାମିନି ଝଙ୍କାର ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ସୂଚନା ଥାଉ କି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟ ଭିତରେ ରହୁଥିବା ଯାମିନି ସମସ୍ତ ସାମାଜିକ ବାଧା ବନ୍ଧନ କୁ ଖାତିର ନକରି ଭୁବନେଶ୍ୱର କୀଟ ରୁ ପି ଏଚ ଡି ଲାଭ କରିଛନ୍ତି।